ବାଗଡ଼ ବତେଇବା Bāgaṟḍ̠a bateibā

  • ଦେ. କ୍ରି — ଗୁରୁଜନଙ୍କୁ ଅସମ୍ମାନସୂଚକ ଉତ୍ତର ଦେବା — To give disrespectful reply to one's superior
  • ଦେ. କ୍ରି — ମୁଁ କେମନ୍ତ ମାଈର ଝି, (ମୁଁ ତ) ବାଗଡ଼ ବତେଇ ଦୀ। ଢଗ।