ବାଗ୍ମୀ Bāgmī
- ସଂ. ବିଣ. ପୁଂ.—(ବାକ୍+ଅସ୍ଥି. ଅର୍ଥରେ ମିନ୍; ବାଗ୍ମୀନ୍. 1 ମା 1 ବ) — ସୁବକ୍ତା — Versed in oratory
- ସଂ. ବିଣ. ପୁଂ.—(ବାକ୍+ଅସ୍ଥି. ଅର୍ଥରେ ମିନ୍; ବାଗ୍ମୀନ୍. 1 ମା 1 ବ) — ବାକ୍ପଟୁ — Skilled in the use of expressions; skilful in speech
- ସଂ. ବିଣ. ପୁଂ.—(ବାକ୍+ଅସ୍ଥି. ଅର୍ଥରେ ମିନ୍; ବାଗ୍ମୀନ୍. 1 ମା 1 ବ) — ବାଚାଳ — Talkative; garrulous
- ସଂ. ବିଣ. ପୁଂ.—(ବାକ୍+ଅସ୍ଥି. ଅର୍ଥରେ ମିନ୍; ବାଗ୍ମୀନ୍. 1 ମା 1 ବ) — ବିଦ୍ୱାନ୍ — Learned
- ସଂ. ବି — ବୃହସ୍ପତି — Bṛuhaspati
- ସଂ. ବି — ଉତ୍କୃଷ୍ଟ ବକ୍ତା — Orator