ବାଗ୍ବ୍ୟାପାର Bāg-byāpāra

  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ବ୍ୟାପାର) — କଥା କହିବାର ଢଙ୍ଗ — The manner of speaking (Apte)
  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ବ୍ୟାପାର) — କଥା କହିବାର ପଦ୍ଧତି ବା ଅଭ୍ୟାସ — The style or habit of speaking
  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ବ୍ୟାପାର) — ଅଭ୍ୟାସଗତ ବାକ୍ୟବିନ୍ୟାସ — Customary phraseology or mode of talking