ବାଗ୍ବୈଦଗ୍ଧ୍ୟ Bāg-ba̲i̱dagdhya

  • ସଂ. ବି — ବାକ୍ଚାତୁରୀ (ଦେଖ) — 2. Bak chāturi (See)
  • ସଂ. ବି — ସୁନ୍ଦର ଅଳଙ୍କାର ଓ ଚମତ୍କାରପୂର୍ଣ୍ଣ ବାକ୍ୟପ୍ରୟୋଗରେ ନିପୁଣତା — Skill in using figures of speech