ବାଗ୍ବଜ୍ର Bāg-bajra

  • ସଂ. ବି. (ରୂପକ; ବାକ୍+ବକ୍ର) — କଠୋର ବାକ୍ୟ — Severe or harsh language
  • ସଂ. ବି. (ରୂପକ; ବାକ୍+ବକ୍ର) — ଅଟଳ ବାକ୍ୟ — Adamantine words (Apte)