ବାଗ୍ଦୋଷ Bāg-dosha

  • ସଂ. ବି. ( 6 ଷ୍ଠୀ ତତ୍ ବା 7 ମା ତତ୍; ବାକ୍+ଦୋଷ) — କର୍କଶ ବାକ୍ୟ ବା ଧ୍ୱନିର ଉଚ୍ଚାରଣ — Utterance of harsh sound or words (Apte)
  • ସଂ. ବି. ( 6 ଷ୍ଠୀ ତତ୍ ବା 7 ମା ତତ୍; ବାକ୍+ଦୋଷ) — ତିରସ୍କାର — Abuse (Apte)
  • ସଂ. ବି. ( 6 ଷ୍ଠୀ ତତ୍ ବା 7 ମା ତତ୍; ବାକ୍+ଦୋଷ) — ଅପବାଦ — Defamation (Apte)
  • ସଂ. ବି. ( 6 ଷ୍ଠୀ ତତ୍ ବା 7 ମା ତତ୍; ବାକ୍+ଦୋଷ) — ଅବ୍ୟାକରଣିକ ବାକ୍ୟ — Ungrammatical speech (Apte)
  • ସଂ. ବି. ( 6 ଷ୍ଠୀ ତତ୍ ବା 7 ମା ତତ୍; ବାକ୍+ଦୋଷ) — ବାକ୍ୟରେ ଅପରାଧୀ — Guilty of improper or impious speech (Apte)