ବାଗ୍ଦୋଷୀ Bāg-doshī

  • ସଂ. ବିଣ. — ବାଗ୍ଦୋଷକାରୀ — Guilty of bāgdosha (See)
  • ଦେ. ବିଣ — ଯେ ନିଜର ବଚନ ବା ପ୍ରତିଶୃତି ରକ୍ଷା ନ କରେ — Not true to one's promise
  • ଦେ. ବିଣ — ତିରସ୍କାରକାରୀ — Abusive
  • ଦେ. ବିଣ — ବାକ୍ୟରେ ଅପରାଧୀ — Guilty of impious speech