ବାଗ୍ଦତ୍ତା Bāgdattā
- ସଂ. ବିଣ. ସ୍ତ୍ରୀ — ପିତା ଯେଉଁ କନ୍ୟାକୁ ବରପାତ୍ରଙ୍କୁ ପ୍ରଦାନ କରିବା ନିମନ୍ତେ ପ୍ରତିଶୃତ ହୋଇ ଥାଆନ୍ତି — (a girl) Promised to be given away to a bridegroom by the bride's father; affian ced; betrothed
- ସଂ. ବି. ସ୍ତ୍ରୀ — ଯେଉଁ ବାଳିକାର ମହାପ୍ରସାଦ ନିର୍ବନ୍ଧ ହୋଇ ଯାଇଅଛି — An affianced virgin