ବାଗ୍ଜାଲ Bāgjāla

  • ସଂ. ବି. (ରୂପକ କର୍ମଧାରୟ; ବାକ୍+ଜାଲ) — ବାଗାଡ଼ମ୍ବର; ବାକ୍ୟର ଆଡ଼ମ୍ବର — Bragging; gradiloquent expressions
  • ସଂ. ବି. (ରୂପକ କର୍ମଧାରୟ; ବାକ୍+ଜାଲ) — ମନୋମୁଗ୍ଧତକ ବାକ୍ୟଚୟ — Charming expressions