ବାଗ୍ ଦୁଷ୍ଟ Bāg-dushṭa
- ସଂ. ବିଣ. ପୁଂ. (ବହୁବ୍ରୀହି, ବାକ୍+ଦୁଷ୍ଟ) — ଯେ ମୁଁହରେ ତିରସ୍କାରପୂର୍ଣ୍ଣ ବାକ୍ୟ ଧରେ — Scurrilous
- ସଂ. ବିଣ. ପୁଂ. (ବହୁବ୍ରୀହି, ବାକ୍+ଦୁଷ୍ଟ) — ଯେ ଅବ୍ୟାକରଣିକ ଭାଷା ବ୍ୟବହାର କରେ — Using ungrammatical language
- ସଂ. ବି — ଅପବାଦକାରୀ — Defamer.;
- ସଂ. ବି — ଯେଉଁ ବ୍ରାହ୍ମଣର ଉପଯୁକ୍ତ ବୟସରେ ଉପନୟନ ହୋଇ ନାହିଁ — A Brāhmaṇa not invested with the sacred thread at the proper time of life