ବାଗେଇବା Bāgeibā

  • ଦେ. କ୍ରି — କୌଣସି ଆଡ଼କୁ ମୁହଁକରି ଗତିକରିବା — To turn to go to one direction
  • ଦେ. କ୍ରି — ଏକ ଦିଗରୁ ଅନ୍ୟ ଦିଗକୁ ମୁହଁ ବୁଲାଇବା — To turn round
  • ଦେ. କ୍ରି — ଅଧୀନତାକୁ ଆଣିବା — To bring under to the right path
  • ଦେ. କ୍ରି — ସୁଧାରିବା; ସଜାଡ଼ିବା — To set right; to change a thing for the better
  • ଦେ. କ୍ରି — ଘୋଡ଼ାର ବାଗଧରି ତାହାର ଗତିକୁ ନିର୍ଦ୍ଦିଷ୍ଟ ଦିଗକୁ ନିୟନ୍ତ୍ରିତ କରିବା — To guide a horse by drawing the reins to one direction or other
  • ଦେ. କ୍ରି — ଗୋଟିଏ ପାଖକୁ ବା ପକ୍ଷକୁ ଢଳିବା — To incline to one side