ବାଗିନି Bāgini

  • ବୈଦେ. ବି. (ଇଂ. ୱାଗ୍ଗନ୍) — ରେଳର ମାଲ ବୁହା ଗାଡ଼ି; ମାଲ ବୁହା ଡ଼ବା — Goods-waggon of the Railway
  • ବିଣ — ରେଳର ଏକ ୱାଗନ୍ ଭତ୍ତି ହେବା ପରିମିତ (ବସ୍ତୁ) — Waggon load of (some article)