ବାଗାଡ଼ମ୍ବର Bāgāṟḍ̠ambara

  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ଆଡ଼ମ୍ବର) — ବାକ୍ୟର ଆଡ଼ମ୍ବର; ବାକ୍ୟାଡ଼ମ୍ବର — Pomposity; bragging; grandiloqent expression