ବାଗିଆ Bāgiā

  • ଦେ. ବି — ବାଇଗବା (ଦେଖ) — Bāigabā (See)
  • ଦେ. ବି — ପାର୍ଶ୍ୱବର୍ତ୍ତୀ ଦୁଇ ଖଣ୍ଡି ପଥରକୁ ଜାପି ଧରିବା ନିମନ୍ତେ ବ୍ୟବହୃତ ଦୁଇ ପାଖରେ ବଙ୍କା ହୋଇ ଆଙ୍କୁଶା ଥିବା (—) ଏକ ପ୍ରକାର ଲୁହା କଣ୍ଟା; ଜୋକିଆ — An iron nail hooked at both ends to keep two adjacent stones in position