ବାଗକୁ ଆଣିବା Bāgaku āṇibā

  • ଦେ. କ୍ରି. — ବଶୀଭୂତ କରିବା; ଆପଣାର ଅଧୀନ କରିବା — To bring under one's control
  • ଦେ. କ୍ରି. — ବିଗିଡ଼ି ଥିବା ବସ୍ତୁକୁ ସଜାଡ଼ିବା — To reorganies; to set right
  • ଦେ. କ୍ରି. — ବାଟକୁ ଆଣିବା — To bring to the right path