ବାଗ ମୋଡ଼ିବା Bāga moṟḍ̠ibā
- ଦେ. କ୍ରି — ବାଗ ଦ୍ୱାରା ଘୋଡ଼ାର ଗତିକୁ କୌଣସି ଦିଗକୁ ନିୟନ୍ତ୍ରିତ କରିବା — To direct the motion of a horse by handling the reins
- ଦେ. କ୍ରି — (ଲକ୍ଷଣାର୍ଥ) ଆପେ ଚିହ୍ନା ନ ପଡ଼ି କୌଣସି ବ୍ୟକ୍ତିକୁ ନିୟନ୍ତ୍ରିତ କରିବା — (figurative) To guide a person from behind