ବାଗ ମାନିବା Bāga mānibā

  • ଦେ. କ୍ରି — ଆୟତ୍ତ ହେବା — To be brought under control
  • ଦେ. କ୍ରି — ଆଦେଶ ପାଳନ କରିବା — To obey one's directions
  • ଦେ. କ୍ରି — ଆଦେଶ ମୁତାବକ ଚଳିବା — To be guided by
  • ଦେ. କ୍ରି — (ଘୋଡ଼ା) ଆରୋହୀର ନିୟନ୍ତ୍ରଣାଧୀନ ହେବା — (A horse) To obey the reins