ବାଗ ବିଳାସ Bāga biḻāsa

  • ଦେ. ବି — ପୁଷ୍ପ ଲତାବିଶେଷ — A kind of flowering creeper; Bougenvellia
  • ଦେ. ବି — [ଦ୍ର—ଏ କଣ୍ଟାଳିଆ ଓ ବୁଦାଳିଆ ଗୁଳ୍ମ ଓ ବଙ୍କା କଣ୍ଟା ଦ୍ୱାରା ଅନ୍ୟ ଗଛରେ ମାଡ଼େ। ଫୁଲ ସଙ୍ଗେ 3 ଟି ପତ୍ର ଥାଏ ଏହି ପତ୍ର ଗୋଲାପୀ ବା ପାଟଳ। ଏ ଗଛ ଆମେରିକାରୁ ଏ ଦେଶକୁ ଆସିଥିଲା।] — [ଦ୍ର—ଏ କଣ୍ଟାଳିଆ ଓ ବୁଦାଳିଆ ଗୁଳ୍ମ ଓ ବଙ୍କା କଣ୍ଟା ଦ୍ୱାରା ଅନ୍ୟ ଗଛରେ ମାଡ଼େ ଫୁଲ ସଙ୍ଗେ3ଟି ପତ୍ର ଥାଏ ଏହି ପତ୍ର ଗୋଲାପୀ ବା ପାଟଳ ଏ ଗଛ ଆମେରିକାରୁ ଏ ଦେଶକୁ ଆସିଥିଲା]