ବାଗ ବରଗ Bāga baraga

  • ଦେ. ବି. (ଏକାର୍ଥକ ସହଚର; ସଂ ବର୍ଗ; ମାର୍ଗ) — ନିର୍ଦ୍ଦିଷ୍ଟ ନିୟମ — Settled rule or principle
  • ଦେ. ବି. (ଏକାର୍ଥକ ସହଚର; ସଂ ବର୍ଗ; ମାର୍ଗ) — ରୀତି; ଧାରୀ; ସୁବ୍ଯବସ୍ଥା — Method; methodical arrangement
  • ଦେ. ବି. (ଏକାର୍ଥକ ସହଚର; ସଂ ବର୍ଗ; ମାର୍ଗ) — ଖଞ୍ଜ; ଯନ୍ତ୍ରାଦିର ରହସ୍ୟ — Mechanism of any instrument