ବାଗ ବଗିଚା Bāga bagichā

  • ବୈଦେ. ବି (ଫା. ବାଗ୍+ବାଗ୍ଚା; ଏକାର୍ଥବୋଧକ ସହଚର) — ଫୁଲ ଓ ଫଳ ବଗିଚା; ବଗାତ — Orchards and flower gardens
  • ବୈଦେ. ବି (ଫା. ବାଗ୍+ବାଗ୍ଚା; ଏକାର୍ଥବୋଧକ ସହଚର) — ଘର, ବାଗ ବଗିଚା, ଘର ଅସବାବମାନ ଛାଡ଼ି ଜମିଦାରୀ ତାଲୁକା ଚାରି ଗୋଟା। ଫକୀରମୋହନ, ଛମାଣ ଆଠଗୁଣ୍ଠ।