ବାଗ ଧରିବା Bāga dharibā

  • ଦେ. କ୍ରି — ପକ୍ଷ ଅବଲମ୍ବନ କରିବା — To take a side
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ନିୟନ୍ତ୍ରିତ କରିବା — To guide or control a person
  • ଦେ. କ୍ରି — କୌଣସି କଥାରେ ଜିଦ୍ କରିବା — To persist in any act
  • ଦେ. କ୍ରି — ସ୍ଥିର ବୋଲି ଗ୍ରହଣ କରିବା — To accept as unchangeable
  • ଦେ. କ୍ରି — ଘୋଡ଼ାକୁ ନିୟନ୍ତ୍ରିତ କରିବା ପାଇଁ ଘୋଡ଼ାର ଲଗାମକୁ ଧରିବା — To hold the rein of a horse