ବାଗ କରିବା Bāga karibā

  • ଦେ. କ୍ରି. — ଆୟତ୍ତ କରିବା — To bring under control
  • ଦେ. କ୍ରି. — କୌଶଳ କରିବା — To act tactfully
  • ଦେ. କ୍ରି. — ସୁବିଧା କରିବା; ସଜାଡ଼ିବା; ସୁସଜ୍ଜିତ କରିବା — To arrange; to set right
  • ଦେ. କ୍ରି. — ଉପାୟ କରିବା — To devise means