ବାକ୍ୟାଳାପ Bākyāḻāpa
- ସଂ. ବି—( 3 ୟା ତତ୍; ବାକ୍ୟ+ଆଳାପ) — କଥାବାର୍ତ୍ତା; କଥୋପକଥନ — Conversation
- ସଂ. ବି—( 3 ୟା ତତ୍; ବାକ୍ୟ+ଆଳାପ) — ସଦ୍ଭାବଜନିତ କଥାଭାଷା — Friendly talk
- ସଂ. ବି—( 3 ୟା ତତ୍; ବାକ୍ୟ+ଆଳାପ) — କଥାକହିବା ଦ୍ୱାରା କୌଣସି ବ୍ୟକ୍ତି ସଙ୍ଗେ ବନ୍ଧୁତା — Speaking terms
- ସଂ. ବି—( 3 ୟା ତତ୍; ବାକ୍ୟ+ଆଳାପ) — କଥା କହିବା; ପାଟି ପିଟାଇବା — Speaking; talking