ବାକ୍ୟ କରିବା Bākya karibā

  • ଦେ. କ୍ରି — ଦୃଢ଼ ଜବାବ ଦେବା; ପ୍ରତିଶୃତି ଦେବା — To promise
  • ଦେ. କ୍ରି — ଚୁକ୍ତି କରିବା — To enter into a contract
  • ଦେ. କ୍ରି — ନିତ୍ୟ— ନୈମିତ୍ତିକ ବୈଦିକ କ୍ରିୟାରମ୍ଭ ପୂର୍ବରୁ ଶାସ୍ତ୍ରବିହିତ ପଦ୍ଧତି ଅନୁସାରେ ସଙ୍କଳ୍ପ-ବାକ୍ୟ ବୋଲିବା — To recite appropriate formula at a ritual