ବାକ୍ସୂତ୍ର Bāk-sūtra

  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ସୂତ୍ର) — କଥାର ସୂତ୍ରପାତ; ବାକ୍ୟାରମ୍ଭ — Beginning of speech
  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ସୂତ୍ର) — ସ୍ୱରୋତ୍ପାଦକ ଚର୍ମସୂତ୍ର ବା ତନ୍ତ — Gut-string capable of producing sound when struck