ବାକ୍ସଂଯମ Bāk-saṁj̄ama

  • ସଂ. ବି. ( 6 ଷ୍ଠୀ ବା 7 ମୀ ତତ୍) — ବୃଥାରେ ନ ଗପିବା; ଅଳ୍ପବାକ୍ୟ କହିବା; ଅପ୍ରୟୋଜନୀୟ ବାକ୍ୟ ନ କହିବା — Moderation in speech