ବାକ୍ ପାରୁଷ୍ୟ Bāk-pārushya

  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ପାରୁଷ୍ୟ) — କଥାରେ କର୍କଶତା; ରୂଢ଼ବଚନ ପ୍ରୟୋଗଶୀଳତା — Roughness in speech
  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ପାରୁଷ୍ୟ) — କଠୋର ବା ନିଷ୍ଠୁର ବଚନ — Scurrility
  • ସଂ. ବି. ( 6 ଷ୍ଠୀ ତତ୍; ବାକ୍+ପାରୁଷ୍ୟ) — ଅପବାଦ — Defamation