ବାକ୍ ଚାପଲ୍ୟ Bāk-chāpalya

  • ସଂ. ବି. ( 7 ମୀ ତତ୍) — କଥା କହିବା ବିଷୟରେ ଚଞ୍ଚଳତା ପ୍ରକାଶ — Hasty speech
  • ସଂ. ବି. ( 7 ମୀ ତତ୍) — ବୃଥାଗପ — Chatter; gossip