ବାଏଛାଏଁ Bā-echhāeñ

  • ପ୍ରାଦେ. (ଯାଜପୁର) କ୍ରି. ବିଣ — ସାମାନ୍ୟରେ — Slightly
  • ପ୍ରାଦେ. (ଯାଜପୁର) କ୍ରି. ବିଣ — (ଯଥା—ସେ ବେତଟା ହଲଉ ହଲଉ ମୋ ଦେହରେ ବାଆ ଛାଏଁ ବାଜିଗଲା।)