ବାଉଁଶିଆ Bāuñṡiā

  • ଦେ. ବି. (ସଂ. ବଂଶ; ସଂ. ବୋ ଧାତୁ=ବୁଣିବା) — ବାଉଁଶ ପାତିଆରେ ତିଆରି ପାଚିଆ; ବାଇଁଶିଆ — A small basket made of thin strips of bamboo; a work basket
  • ଦେ. ବି. (ସଂ. ବଂଶ; ସଂ. ବୋ ଧାତୁ=ବୁଣିବା) — ଏକ ପ୍ରକାର ଆଖୁ — A species of sugarcane