ବାକ Bāka

  • ସଂ. ବି. (ବଚ୍ ଧାତୁ+କର୍ମ. ଅ) — ବାକ୍ୟ; କଥା; ଉକ୍ତି — Word; speech
  • ସଂ. ବି. (ବଚ୍ ଧାତୁ+କର୍ମ. ଅ) — ବୋଲୁଁ କୋପି ଚକ୍ରବାକ, ବୋଇଲା ଏମନ୍ତ ବାକ। ଭଞ୍ଜ. ବୈଦେହୀଶବିଳାସ।