ବାଉରି ବୁଣା Bāuri buṇā

  • ଦେ. ବି. — ବାଉରି ଜାତୀୟ ଏକ ପ୍ରକାର ତନ୍ତି — A caste of low class weavers
  • ଦେ. ବିଣ. — ବାଉରିବୁଣା ତନ୍ତିଙ୍କଦ୍ୱାରା ବୁଣା ହୋଇଥିବା (ମୋଟ ଲୁଗା) — (coarse cloth) Woven by Bāuri weavers