ବାଉରି ବତା Bāuribatā

  • ଦେ. ବି. — ଚାଳଘରର ଗୋଟିଏ ପାଖ ଛପର କରି ସାରି ଆଗରୁ ସେ ପାଖର କାତରାଗଡ଼ିର ଅଗକୁ ତୁଳିର ଉପରେ ବାଟେ ବୁଲାଇ ଅପରପାଖେ ବାନ୍ଧିବାରେ ବ୍ୟବହୃତ ବତା — The bamboo lath tied to the topmost zone of the thatched framework of a house connecting it with the already thatched other half