ବାଉନିବା Bāunibā

  • ପ୍ରାଦେ. (ସମ୍ବଲପୁର) କ୍ରି — ନାପସନ୍ଦ କରିବା; ଅନୁମୋଦନ ନ କରିବା — To disapprove
  • ଦେ. କ୍ରି — ବାହୁନିବା (ଦେଖ) — Bāhunibā (See)