ବାଉଟା Bāuṭā

  • ବୈଦେ. ବି. (ତୈ ) — (ଜାହାଜିଆ ଶବ୍ଦ) ପତାକା — (nautical) Flag
  • ବୈଦେ. ବି. (ତୈ ) — ଦୁଇ ଖଣ୍ଡ ଗୋରାପ ବାଉଟା ହଲାଇ ଆମ୍ଭମାନଙ୍କୁ ଦଣ୍ଡବତ କଲେ। ଫକୀରମୋହନ. ଗଳ୍ପସ୍ୱଳ୍ପ।
  • ଦେ. ବି — ବାଉଟିଆ (ଦେଖ) — Bāuṭiā (See)