ବାଉଁଶ ହଳ Bāuñṡa haḻa

  • ପ୍ରାଦେ. (ଗଡ଼ଜାତ) ବି — ହଳେ ବା ଦୁଇଟି ବଳଦ ଯେତେ ବାଉଁଶ ଯୁଆଳିଦ୍ୱାରା ବଣରୁ ବୁହାଇ ଆଣି ପାରନ୍ତି — As much of bamboo can be carried by a pair of oxen