ବାଉଁଶ ରାଣୀ Bāuñṡa rāṇī

  • ଦେ. ବି — ଯେଉଁ ସ୍ତ୍ରୀ ଲୋକମାନେ ପୋତା ହୋଇଥିବା ବାଉଁଶର ଅଗରେ ନାନ ପ୍ରକାର ଆଶ୍ଚର୍ଯ୍ୟ— ଜନକ ବ୍ୟାୟାମ ଦେଖାନ୍ତି — Women who perform athletic feats on the top of high bamboos