ବାଉଁଶ ଦେବା Bāuñṡa debā

  • ଦେ. କ୍ରି — ଫଳନ୍ତି ଧାନ ଗଛ ଏଣିକି ତେଣିକି ଆଉଜି ପଡ଼ିଯିବା ଓ କାଟିବା ବେଳେ ଅସୁବିଧା ହେବା ଭୟରେ ଠିଆ ହୋଇଥିବା ଧାନ ଗଛକୁ ବାଉଁଶ ଦ୍ୱାରା ଏକ ଦିଗକୁ ଶୁଆଇ ଦେବା — To make the standing paddy plants incline towards one side by drawing a long bamboo over them