ବାଇସୋଠା Bāisoṭhā

  • ବୈଦେ. ବି (ଇଂ. ବାଇକାର୍ବନେଟ୍ ଅଫ୍ ସୋଡ଼ା) — ପାଶ୍ଚାତ୍ୟ ଲବଣ ଜାତୀୟ ଔଷଧ ବିଶେଷ — Soda Bicarb, Bicarbonate of soda
  • ବୈଦେ. ବି (ଇଂ. ବାଇକାର୍ବନେଟ୍ ଅଫ୍ ସୋଡ଼ା) — [ଦ୍ର—ଏହା ଖାଇଲେ ପେଟର ବାୟୁରୋଗ କମେ।]