ବାଇଶି Bāiṡi

  • ଦେ. ବି ଓ ବିଣ. (ସଂଖ୍ୟାବାଚକ) (ସଂ. ଦ୍ୱାବିଂଶତି; ପ୍ରା. ବାଇସା) — କୋଡ଼ିଏରୁ ଦୁଇ ଅଧିକ; ଦ୍ୱାବିଂଶତି; 22 — କୋଡ଼ିଏରୁ ଦୁଇ ଅଧିକ; ଦ୍ୱାବିଂଶତି;22—Twenty-two; 22
  • ଦେ. ବି — ନିୟମ — Rule; regularity;
  • ଦେ. ବି — ସ୍ଥିରତା; ନିଶ୍ଚିତତା — Certainty
  • ଦେ. ବି — ସାମଞ୍ଜସ୍ୟ — Coherency
  • ଦେ. ବି — (ଯଥା—ତା କଥାରେ କିଛି ବାଇଶ ନାହିଁ)