ବାଇଶି ପଳିଆ Bāiṡi paḻiā

  • ଦେ. ବିଣ. — ଯେଉଁ ବିଶାର ପରିମାଣ 22 ପଳ — ଯେଉଁ ବିଶାର ପରିମାଣ22ପଳ— (a Biṡā) Of 22 Paḻas
  • ଦେ. ବିଣ. — [ଦ୍ର—କେତେକ ସ୍ଥାନରେ 25 ଓ କେତେକ ସ୍ଥଳରେ 27 ପଳିଆ ବିଶା ଚଳେ।] — [ଦ୍ର—କେତେକ ସ୍ଥାନରେ25ଓ କେତେକ ସ୍ଥଳରେ27ପଳିଆ ବିଶା ଚଳେ]