ବାଇବିଚ୍ଛ Baibichchha
- ଦେ. ବିଣ.—(ସଂ. ବାୟୁବତ୍) — ବାତୁଳପରି ଅସ୍ଥିର — Restless like a mad man
- ଦେ. ବିଣ.—(ସଂ. ବାୟୁବତ୍) — ପ୍ରବଳ ବାୟୁପରି ଅସ୍ଥିର ଓ ବେଗଶୀଳ — Hasty and restless like the tempest
- ଦେ. ବିଣ.—(ସଂ. ବାୟୁବତ୍) — (ଯଥା—ପାଇକଯାକ ରଣଭୂଇଁରୁ ବାଇବିଛ ହୋଇ ପଳେଇ ଗଲେ।)
- ଦେ. ବି. — ବାତୁଳତା — Insanity
- ଦେ. ବି. — (ଯଥା—ତାକୁ ବାଇବିଛ ଲାଗିଛି।)