ବାଇଦା ପଡ଼ିବା Bāidā paṟḍ̠ibā

  • ପ୍ରାଦେ. (ଗଞ୍ଜାମ) ବି. (କଚିରିଆ) — ମକଦ୍ଦମା ଶୁଣାଯିବା ନିମନ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଧାରିତ ହେବା — (a case) Being fixed for hearing on a certain date