ବାଇଟୁଙ୍ଗରି Bāiṭuṅgurī
- ଦେ. ବି. ପୁଂ — ମୁଣ୍ଡରେ ବାଳ ନ ଥିବା ବାଳକ ବାଳିକାମାନଙ୍କୁ ବାୟା ଚଢ଼େଇ ସଙ୍ଗେ ତୁଳନା କରି କରାଯିବା ସ୍ନେହ ସମ୍ବୋଧନ — A term of endearment applied to bald headed children
- ଦେ. ବି. ପୁଂ — [ଦ୍ର—ବାୟା ଚଢ଼େଇଙ୍କ ମୁଣ୍ଡ ଲୋମହୀନ ବା ଟାଙ୍ଗରା।]
- ଦେ. ବିଣ — ଯେଉଁ ଲୋକ ବେଳେ ବେଳେ ବାତୁଳ ପରି ହୁଏ; ଆଡ଼ବାୟା; ଆମ୍ବୁଲ ବାୟା — Crack-brained; crazy; a person subject to temporary madness
- ଦେ. ବିଣ — ଅବ୍ଯବସ୍ଥିତ ଚିତ୍ତ — Of unsettled or unfixed mind; ficle-minded
- ଦେ. ବିଣ — ଖିଆଲବାଜ୍ (ଲୋକ) — Whimsical (person)
- ଦେ. ବିଣ — ଅବ୍ଯବସ୍ଥିତ କର୍ମା; ଅସଣ୍ଢଣା (ଲୋକ) — Unmethodical (person)
- ଦେ. ବିଣ — ବାଇଟୁଙ୍ଗୁରା ବ୍ୟକ୍ତିର ଆଚରଣ ସଦୃଶ — Similar to the acts of or befitting a fickle-minded person