ବାଇଝାଲି Bāijhāli

  • ଦେ. ବି. — ଦଣ୍ଡକିରି ମାଛ ପରି ଏକ ପ୍ରକାର ଅତି ଛୋଟ ମାଛ — A kind of tiny fresh water fish with stings on the neck
  • ଦେ. ବି. — [ଦ୍ର—ଏ ମାଛ ଅତି ପତଳା। ଏହାର ଗାଲ ପାଖେ କଣ୍ଟା ଥାଏ ଏବଂ ତାହା ମନୁଷ୍ୟ ଦେହରେ ଫୋଡ଼ି ହୋଇ ଗଲେ ଭାରି ବିନ୍ଧା ହୁଏ।]