ବାଇଚକରିବା Bāichakaribā

  • ଦେ. କ୍ରି. (ସଂ. ବାଚ୍ୟ= ନିନ୍ଦନୀୟ) — କୌଣସି ବ୍ୟକ୍ତିର ଦୋଷ ଦେଖାଇ ତାକୁ ଗାଳି ଦେବା — To find fault with a person