ବାଇ କରିବା Bāi karibā

  • ଦେ. କ୍ରି — ପାଡ଼ିବା; ଅଧୋବାୟୁ କରିବା — To crack wind through the anus
  • ଦେ. କ୍ରି — (ଅମୁକ ଲୋକକୁ ଅମୁକ ବିଷୟ) ପାଗଳ କରିବା — To make or turn one mad