ବାଆଁକୁ ମୋଡ଼ Bāāñku moṟḍ̠a

  • ଦେ. ଅ — (ସବାରି ବେହେରାମାନଙ୍କର ଡାକ); ସବାରିର ବାଉଁଶକୁ ବାମ ଦିଗକୁ ନିୟନ୍ତ୍ରିତ କରିବା ନିମନ୍ତେ ଆଗ ବେହେରାଙ୍କର ପଛ ବେହେରାଙ୍କ ପ୍ରତି ସଙ୍କେତ ବାକ୍ୟ — (A halloo of palki bearers) Direct the motion of the Palki towards the left