ବାଆଁ ଡାଆଁ ବୁଲାଇବା Bā-āñ ḍā-āñbulāibā

  • ଦେ. କ୍ରି — କୌଣସି ବ୍ୟକ୍ତିକୁ ଅଭୀପ୍ସିତ ସ୍ଥାନକୁ ନ ନେଇ ଅନିର୍ଦ୍ଦିଷ୍ଟ ଭାବରେ ଏଣେ ତେଣେ ବୃଥା ବୁଲାଇବା — To lead a person astray without taking him once to the desired point