ବହ୍ୱାଡ଼ମ୍ବର Bahwāṟḍ̠amabara

  • ସଂ. ବି. (କର୍ମଧା; ବହୁ+ଆଡ଼ମ୍ବର) — ମହା ଆଡ଼ମ୍ବର; ବିଶେଷ ଜାକଜମକ; ଭାରି ଗୋଳମାଳ — Grand preparation; much ado
  • ସଂ. ବିଣ.—(ବହୁବ୍ରୀହି) — ମହା ଆଡ଼ମ୍ବରପୂର୍ଣ୍ଣ — Full of great ado; grand